Pratidin TV

Odisha's Digital News Platform

ପୁରା ଭାରତବର୍ଷରେ ଚାଲିବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା , ଓଡିଶାବାସୀଙ୍କୁ କଣ ମିଳିବ ସୁବିଧା ?

õଆୟୁଷ୍ମାନ ଯୋଜନା ସହ ଓଡିଶାରେ ଲାଗୁହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନା ଦ୍ୱାରା ସାରା ଭାରତ ବର୍ଷରେ ୨୫ ହଜାର ହସ୍ପିଟାଲରେ ଉପକୃତ ହେବେ ଜନସାଧାରଣ । ସାରା ଭାରତରେ ଚାଲିବ ଗୋପବନ୍ଧୁ କାର୍ଡ । ଏଥିରେ ବିଶେଷ ଭାବେ ଗରିବ ବା ଦିନ ମଜୁରିଆ ମାନେ ଉପକୃତ ହେବେ । ପୂର୍ବରୁ ବିଏସକେୱାରେ ୯୦୦ ହସ୍ପିଟାଲରେ ସୁବିଧା ମିଳୁଥିଲା କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ ଯୋଜନା ଏବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ରେ ୨୫ ହଜାର
ହସ୍ପିଟାଲରେ ରୋଗୀ ଚିକିତ୍ସିତ ହୋଇପାରିବେ ।

Leave a Reply

Your email address will not be published. Required fields are marked *